Galpa Sambhara Audiobook By ବସନ୍ତ କୁମାର ଶତପଥୀ cover art

Galpa Sambhara

Preview
Try for $0.00
Prime logo Prime members: New to Audible?
Get 2 free audiobooks during trial.
Pick 1 audiobook a month from our unmatched collection.
Unlimited access to our all-you-can listen catalog of 150K+ audiobooks and podcasts.
Access exclusive sales and deals.
Premium Plus auto-renews for $14.95/mo after 30 days. Cancel anytime.

Galpa Sambhara

By: ବସନ୍ତ କୁମାର ଶତପଥୀ
Narrated by: ଅନିତ୍ୟ ମହାନ୍ତି
Try for $0.00

$14.95/month after 30 days. Cancel anytime.

Buy for $12.95

Buy for $12.95

ନିଜ ସୃଷ୍ଟିକୁ 'ବ୍ୟାଧିଗ୍ରସ୍ତ କଳ୍ପନାବିଳାସ ଓ ପ୍ରୟୋଗବାଦ ବିରୋଧରେ ବିପ୍ଳବ' ବୋଲି କହୁଥିବା ଓଡ଼ିଆ ସାହିତ୍ୟର ଅନ୍ୟତମ ଶିଖରପୁରୁଷ ବସନ୍ତ କୁମାର ଶତପଥୀ! ଖୁବ ସ୍ୱଚ୍ଛ, ଅକୃତ୍ରିମ ଓ ସ୍ପଷ୍ଟ ଭାବେ କାହାଣୀ କହନ୍ତି ସେ! ସାଧାରଣ ମଣିଷର ସଂସାର, ଜଂଜାଳ, ଭୋକ, କଷଣ, ହସ ଆଉ ଉଲ୍ଲାସକୁ ନେଇ ସାଧାରଣ ଭାବ ଓ ଭାଷାରେ ସେ ଆମ ସାହିତ୍ୟକୁ ଭେଟି ଦେଇଛନ୍ତି ଅନେକ ଅସାଧାରଣ କୃତି! 'ଗଳ୍ପ ସମ୍ଭାର' ତାଙ୍କ ଅସଂଖ୍ୟ ଗଳ୍ପମାଳାରୁ ସୁନିର୍ବାଚିତ କେତୋଟି କାହାଣୀ... ଶୁଣନ୍ତୁ ଆମ ସମସ୍ତଙ୍କର ଚିହ୍ନାସ୍ୱର ଅନିତ୍ୟ ମହାନ୍ତିଙ୍କ କଣ୍ଠରେ©2021 Storyside IN (P)2021 Storyside IN Genre Fiction Literary Fiction
No reviews yet