Time Management Techniques - Odia Podcast Por Subhash Nayakrout arte de portada

Time Management Techniques - Odia

Time Management Techniques - Odia

De: Subhash Nayakrout
Escúchala gratis

ଏହି Podcast ରେ ଆପଣ କିପରି ନିଜ ସମୟ କୁ ସଠିକ ଭାବେ ବ୍ୟବହାର କରିପାରିବେ, ତାହା ଏଇଥିରେ ବର୍ଣନା ହୋଇଅଛି | ଏହି Podcast ରେ ସମୁଦାୟ ୨୧ ଟି ମାଧ୍ୟମ ରହିଛି ଯାହା ଦ୍ୱାରା ଆମେ ଅଳ୍ପ ସମୟ ରେ ଅଧିକ କାର୍ଯ୍ୟ କରି, ଆମ ସମୟ କୁ ଠିକ ଭାବେ ଉପଯୋଗ କରିପାରିବା |

ଏହି Podcast ରେ ଥିବା ବିଷୟ ବସ୍ତୁ ଏକ ବେସ୍ତ ସେଳଲିଙ୍ଗ ପୁସ୍ତକ ରୁ ଅନୁପ୍ରାଣିତ ହୋଇଅଛି | "EAT THAT FROG" by Brian Tracy. ତେବେ ଚାଲନ୍ତୁ ବିଳମ୍ବ ନକରି ଆମ ସମୟ କୁ ଠିକ ଭାବେ ଉପଯୋଗ କରିବା ଶିଖିବା ଓ ତାକୁ ନୀତି ଦିନ କାର୍ଯ୍ୟ ରେ ଲଗେଇବା | 

__________

This Podcast is Completely Dedicated to Managing your Time Smartly with 21 Different Techniques. This book content is Inspired by the Best Selling Book, "EAT THAT FROG" by Brian Tracy. He Describes 21 great ways to Stop Procrastination and Get More Done in Less Time.

In this Podcast, I will share with you the 21 Great Ways to Manage your Time Effectively in Each Episode with Explaining manner. So Let's Get Started.

Subhash Nayakrout Podcast
Actividad Física, Dietas y Nutrición Ciencias Sociales Desarrollo Personal Economía Educación Ejercicio y Actividad Física Exito Profesional Filosofía Gestión Gestión y Liderazgo Higiene y Vida Saludable Liderazgo Marketing Marketing y Ventas Psicología Psicología y Salud Mental Éxito Personal
Episodios
  • Best 3 Ways to Time Management - Odia
    Dec 20 2022

    Introduction about "Best 3 ways to Time Management"

    Más Menos
    1 m
Todavía no hay opiniones