Nathuram Nathi Audiolibro Por ଡ. ବିବୁଧରଞ୍ଜନ arte de portada

Nathuram Nathi

Vista previa

Prueba gratis de 30 días de Audible Standard

Prueba Standard gratis
Selecciona 1 audiolibro al mes de nuestra colección completa de más de 1 millón de títulos.
Es tuyo mientras seas miembro.
Obtén acceso ilimitado a los podcasts con mayor demanda.
Plan Standard se renueva automáticamente por $8.99 al mes después de 30 días. Cancela en cualquier momento.

Nathuram Nathi

De: ଡ. ବିବୁଧରଞ୍ଜନ
Narrado por: ମୋହନ୍‍ ମଜୀଠୀଆ
Prueba Standard gratis

$8.99 al mes después de 30 días. Cancela en cualquier momento.

Compra ahora por $9.64

Compra ahora por $9.64

ଭାରତ ଇତିହାସର ପ୍ରତିଟି ପୃଷ୍ଠାରେ ନାଥୁରାମ ଚିତ୍ରିତ ହୋଇଛନ୍ତି ଜଣେ ଘୃଣ୍ୟ ହତ୍ୟାକାରୀ ଭାବରେ! ଗାନ୍ଧୀ ହତ୍ୟାର ମାଷ୍ଟରମାଇଣ୍ଡ ନାରାୟଣ ଆପ୍ତେ ବି ଆଜି ଅତୀତ ଗର୍ଭରେ ବିସ୍ମୃତ! ସ୍ଵାଧୀନୋତ୍ତର ଭାରତବର୍ଷର ବଂଶଧରମାନଙ୍କ ପାଇଁ ସେ ଦୁହିଁଙ୍କର କୌଣସି ମୂଲ୍ୟ ନାହିଁ; ମହତ୍ୱ ବି ନାହିଁ! ତଥାପି ଅତୀତର ପାଉଁଶ ତଳୁ ନାଥୁରାମଙ୍କ ବିଦ୍ରୋହୀ ଆତ୍ମା ବହୁ ସମୟରେ ମୁଣ୍ଡ କାଢି ଆଖିମିଟିକା ମାରେ! କାହିଁକି ସେ ହତ୍ୟା କଲେ ଗାନ୍ଧୀଙ୍କ ପରି ଜଣେ ମହାତ୍ମାଙ୍କୁ? ଏଭଳି ଦୁଃସାହସ ପଛର ଅସଲ ରହସ୍ୟ କଣ? ଏ ପ୍ରଶ୍ନ ଆଜିବି ଅନେକ ଭାରତୀୟଙ୍କ ଭିତରେ କଡ଼ ଲେଉଟାଏ...! ତାହେଲେ ଚାଲନ୍ତୁନା ଖୋଲିବା ନାଥୁରାମଙ୍କ ସେଇ ପରିତ୍ୟକ୍ତ ନଥିକୁ ପୁଣିଥରେ... ଜାଣିବା ଢାଙ୍କି ଦିଆଯାଇଥିବା ସେଇ ସତଟିକୁ...©2021 Storyside IN (P)2021 Storyside IN Asia
Todavía no hay opiniones