Dui Diganta Audiolibro Por ଗୌରହରି ଦାସ arte de portada

Dui Diganta

Vista previa

Obtén 30 días de Standard gratis

$8.99 al mes después de que termine la prueba. Cancela en cualquier momento
Pruébalo por $0.00
Más opciones de compra

Dui Diganta

De: ଗୌରହରି ଦାସ
Narrado por: Subrat Kumar Pati
Pruébalo por $0.00

$8.99 al mes después de 30 días. Cancela en cualquier momento.

Compra ahora por $6.53

Compra ahora por $6.53

2000 ମସିହାରେ ବରିଷ୍ଠ ଲେଖକ ଗୌରହରି ଦାସ ଦ୍ଵିତୀୟ ଥର ପାଇଁ ଆମେରିକା ଯାଇଥିଲେ ଓ ଭାରତ ଫେରିବା ବାଟରେ କିଛିଦିନ ସ୍ୱିଡ଼େନ ଭ୍ରମଣ କରିଥିଲେ। 'ଦୁଇ ଦିଗନ୍ତ' ପୁସ୍ତକଟି ତାଙ୍କର ଏହି ଦୁଇ ଦେଶ ଭ୍ରମଣର ଅନୁଭୂତି। ଆମେରିକା ପୃଥିବୀର ସବୁଠୁ ଶକ୍ତିଶାଳୀ ଦେଶ ହୋଇଥିବାବେଳେ ସୁଇଡେନର ସାଧାରଣ ଜୀବନଯାପନ ପ୍ରଣାଳୀ ସବୁଠାରୁ ଉନ୍ନତ। ଏ ଦେଶରେ କଳା, ସଂଗୀତ, ସାହିତ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରାଯାଏ ତାହା ବାସ୍ତବିକ ଉଲ୍ଲେଖନୀୟ। ଆମେରିକା ଓ ସୁଇଡେନରେ ଲେଖକଙ୍କ ଅଭିଜ୍ଞତା ସହ ଦୁଇ ଦେଶର ସାମାଜିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟକୁ ନେଇ ରଚିତ 'ଦୁଇ ଦିଗନ୍ତ' ଶୁଣିବାଭଳି ଏକ ଭ୍ରମଣକାହାଣୀ!©2021 Storyside IN (P)2021 Storyside IN Ciencias Sociales Historia y Crítica Literaria
adbl_web_anon_alc_button_suppression_t1
Todavía no hay opiniones