Episodios

  • ମା ମଙ୍ଗଳା ସ୍ଵପ୍ନରେ କୋଣ ଆଦେଶ ଦେଲେ: BhaktiAnandaOdiaTV
    Jul 19 2025

    Patana Mangala Peetha in Bhadrak district is a famous Shakti Peetha in Odisha


    ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଘଣ୍ଚେଶ୍ୱରର ମା' ପାଟଣ ମଙ୍ଗଳା ପୀଠ । କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ପାଟଣ ଅଂଚଳରେ । ବିଶ୍ୱାସ ରହିଛି,ମା'ଙ୍କ ପାଖରେ ଭକ୍ତି ମନରେ କିଛି ମାନସିକ କଲେ ,ତା ନିଶ୍ଚୟ ପୂରଣ ହୁଏ । ମା ଏଠାରେ ଲଙ୍କେଶ୍ୱରୀ ନାମରେ ମଧ୍ଯ ପୂଜା ପାଉଛନ୍ତି

    Más Menos
    4 m
  • ମା ଭଣ୍ଡାର ଘରଣୀ କାହାଣୀ /Maa Bhandara Gharani Temple Nabarangpur
    Jul 18 2025

    Nabarangpur Bhandara Gharani


    YouTube: BhaktiAnandaOdiaTV official


    voice artist: asha swain


    SEO: jitu Nayak ganjam


    ---------

    About: ମା ଭଣ୍ଡାରଘରଣୀ ମନ୍ଦିର ର କିମ୍ବଦନ୍ତୀ ଓ ଐତିହ୍ୟ


    ମା ଭଣ୍ଡାରଘରଣୀ" ନାମ ଅର୍ଥ ହେଉଛି — ଭଣ୍ଡାର ଅର୍ଥ ଧନ, ସମ୍ପତ୍ତି, ଓ ଘରଣୀ ଅର୍ଥ ଘର ମା। ଅର୍ଥାତ୍ ଏହି ଦେବୀ ହେଉଛନ୍ତି ସମ୍ପତ୍ତି, ଧନ, ଓ ନିଜ ଭକ୍ତଙ୍କ ଘରର ରକ୍ଷାକାରୀ ମା


    ମା ଭଣ୍ଡାରଘରଣୀ ହେଉଛନ୍ତି ଏକ ଜୀବନ୍ତ ବିଶ୍ୱାସ


    ମା ଭଣ୍ଡାରଘରଣୀ ତିନି ଲୋକର ଆଦିଶକ୍ତି ଭାବରେ ପୂଜିତ। ତାଙ୍କ ଉପରେ ଗଭୀର ଶ୍ରଦ୍ଧା ରଖିଥିବା ଭକ୍ତମାନେ ବିଶ୍ୱାସ କରନ୍ତି —

    “ମାଙ୍କ ମନ୍ଦିରକୁ ଯିଏ ମନୋସ୍କାମନା ସହିତ ଆସେ, ସେ ମନୋସ୍କାମନା ସିଘ୍ର ସାକାର ହୋଇ ଥାଏ

    Más Menos
    6 m
  • maa santoshi Episode:2
    Jul 16 2025

    maa santoshi Episode available in odia language


    voice artist: Asha swain

    @BhaktiAnandaOdiaTV official


    👉First Episode:👇 https://open.spotify.com/episode/6gfLBoY0omO71V2qmOFcqT

    Más Menos
    4 m
  • ପ୍ରଥମ ସୋମବାର କାହିଁକି ପାଳନ କରିବେ
    Jul 13 2025

    ପ୍ରଥମ ଥର ପାଇଁ ଶ୍ରାବଣ ସୋମବାର କରୁ ଥିଲେ ମନେ ରଖନ୍ତୁ ଏହି ସବୁ ନିୟମ ଉପବାସ ଓ ପୂଜା ପ୍ରଥମ ଥର ପାଇଁ କରୁଥିବା ଭକ୍ତଙ୍କ ପାଇଁ କିଛି ନିୟମ


    ପ୍ରଥମ ଶ୍ରାବଣ ସୋମବାର ଉପବାସ କାହିଁକି କରା ଯାଏ: ଏହି ଉପବାସ କରୁଛନ୍ତି ଶିବଙ୍କ କୃପା ପ୍ରାପ୍ତ ପାଇଁ, ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଶୁଭ, ସନ୍ତାନ ମନୋକାମନା ପାଇଁ


    ପ୍ରାତଃ ସ୍ନାନ: ବ୍ରହ୍ମମୁହୂର୍ତ୍ତରେ (ସକାଳ 4-6 ମଧ୍ୟରେ) ଉଠି ଗଙ୍ଗାଜଳ/ଶୁଦ୍ଧ ପାଣି ଦ୍ୱାରା ସ୍ନାନ କରନ୍ତୁ


    voice artist: Asha swain

    Bhakti Ananda odia tv official

    SEO right, s: jitu Nayak

    Más Menos
    5 m
  • ସନ୍ତୋଷୀ ମାତା ~ Secrets Santoshi Mata Brata Story – Ep 1 ~ BhaktiAnandaOdiaTV official
    Jul 10 2025

    Secrets Santoshi Mata Brata Story – Ep 1


    SantoshiMata

    SantoshiMaa

    SantoshiMataVrat


    About: santoshi maa The entire story has been presented as a series


    voice artist: Asha swain

    SEO: jitu Nayak

    right: BhaktiAnandaOdiaTV official





    Más Menos
    5 m
  • ନବ ଗ୍ରହ ଦୋଷ ଦୂର ହୁଏ ଏହି ପୂଜା କରିଲେ
    Jul 6 2025

    ଗୋ ମାତା ଲକ୍ଷ୍ମୀଙ୍କୁ ପୂଜା, କରିଲେ ଘର ଉପରେ କୋଣ ପ୍ରଭାଵ ପଡ଼େ

    Más Menos
    6 m
  • maa gojabayani power full story
    Jul 1 2025

    maa gojabayani story in Odia language kendrapara

    Más Menos
    5 m
  • maa gojabayani Blessings
    Jun 29 2025

    maa gojabayani temple kendrapara / YouTube: BhaktiAnandaOdiaTV

    SEO: JITU NAYAK GANJAM

    Más Menos
    2 m