ମା ଭଣ୍ଡାର ଘରଣୀ କାହାଣୀ /Maa Bhandara Gharani Temple Nabarangpur Podcast Por  arte de portada

ମା ଭଣ୍ଡାର ଘରଣୀ କାହାଣୀ /Maa Bhandara Gharani Temple Nabarangpur

ମା ଭଣ୍ଡାର ଘରଣୀ କାହାଣୀ /Maa Bhandara Gharani Temple Nabarangpur

Escúchala gratis

Ver detalles del espectáculo

Nabarangpur Bhandara Gharani


YouTube: BhaktiAnandaOdiaTV official


voice artist: asha swain


SEO: jitu Nayak ganjam


---------

About: ମା ଭଣ୍ଡାରଘରଣୀ ମନ୍ଦିର ର କିମ୍ବଦନ୍ତୀ ଓ ଐତିହ୍ୟ


ମା ଭଣ୍ଡାରଘରଣୀ" ନାମ ଅର୍ଥ ହେଉଛି — ଭଣ୍ଡାର ଅର୍ଥ ଧନ, ସମ୍ପତ୍ତି, ଓ ଘରଣୀ ଅର୍ଥ ଘର ମା। ଅର୍ଥାତ୍ ଏହି ଦେବୀ ହେଉଛନ୍ତି ସମ୍ପତ୍ତି, ଧନ, ଓ ନିଜ ଭକ୍ତଙ୍କ ଘରର ରକ୍ଷାକାରୀ ମା


ମା ଭଣ୍ଡାରଘରଣୀ ହେଉଛନ୍ତି ଏକ ଜୀବନ୍ତ ବିଶ୍ୱାସ


ମା ଭଣ୍ଡାରଘରଣୀ ତିନି ଲୋକର ଆଦିଶକ୍ତି ଭାବରେ ପୂଜିତ। ତାଙ୍କ ଉପରେ ଗଭୀର ଶ୍ରଦ୍ଧା ରଖିଥିବା ଭକ୍ତମାନେ ବିଶ୍ୱାସ କରନ୍ତି —

“ମାଙ୍କ ମନ୍ଦିରକୁ ଯିଏ ମନୋସ୍କାମନା ସହିତ ଆସେ, ସେ ମନୋସ୍କାମନା ସିଘ୍ର ସାକାର ହୋଇ ଥାଏ

Todavía no hay opiniones