Natara Diary Audiolibro Por ପ୍ରକାଶ ମହାପାତ୍ର arte de portada

Natara Diary

Vista previa
Prueba por $0.00
Prime logotipo Exclusivo para miembros Prime: ¿Nuevo en Audible? Obtén 2 audiolibros gratis con tu prueba.
Elige 1 audiolibro al mes de nuestra inigualable colección.
Acceso ilimitado a nuestro catálogo de más de 150,000 audiolibros y podcasts.
Accede a ofertas y descuentos exclusivos.
Premium Plus se renueva automáticamente por $14.95 al mes después de 30 días. Cancela en cualquier momento.

Natara Diary

De: ପ୍ରକାଶ ମହାପାତ୍ର
Narrado por: ହୃଦାନନ୍ଦ ସାହୁ
Prueba por $0.00

$14.95 al mes después de 30 días. Cancela en cualquier momento.

Compra ahora por $7.86

Compra ahora por $7.86

"ନଟ କିଏ ମୁଁ ଜାଣିନି। ଡାକିଲେ କିନ୍ତୁ 'ଓ' କରେ। ବେଳେବେଳେ ସ୍ୱପ୍ନରେ ନଟକୁ ଦେଖେ। ଅବିକଳ ମୋ ଭଳି ପୋଷାକ ପିନ୍ଧିଥାଏ। ପାନ ଖାଉଥାଏ। ମୋ ସହ ଲାଗେ, ଯୁକ୍ତି କରେ। କଥା ଅକଥାରେ ଟିକଲ କରେ। ହାରିଗଲେ କାନ୍ଧରେ ହାତ ରଖି ହସି ଦିଏ। ମୋ ଜାଣିବାରେ ମୁଁ ନଟ ସହ କେବେ ବି ଯୁକ୍ତିରେ ଜିତିନି। ସବୁବେଳେ ସେ ମୋତେ ହରାଏ। ବେଳେବେଳେ ଅଭିମାନରେ ପଚାରିଛି- ମୋତେ ହରାଇ ତୁମେ ଖୁସି ହୁଅ ନା! ସେ ହଁ କରେ। ମୁଚୁକୁନ୍ଦି ମାରି କହେ- ହାରିଲ ବୋଲି ଭାବୁଛ କାହିଁକି ଯେ! ମଣିଷଟେ କେମିତି ହାରିବ ହୋ? ହାରିବା ନେଇ ତା' ଜୀବନ ପା' ଗଢା। ଯେ ହାରିବା ନେଇ ଜନ୍ମ ହୋଇଚି ସେ ପୁଣି ଆଉ ହାରିବ କଣ? ସେଇ ହାରିଛି ବୋଲି ତ ସେ ଜିତିବାର ସ୍ୱପ୍ନ ନେଇ ରାସ୍ତା ଚାଲୁଛି। ସବୁ ପରାଜୟ, ବାଧା ହିଁ ବିଜୟକୁ ଏକ ରାସ୍ତା। ବାଧା ହିଁ ଗତି। ଘାତ ହିଁ ସ୍ପନ୍ଦନ। ହାରିବା ହିଁ ଜୀବନ। ଅନ୍ତିମ ବିଜୟ ହିଁ ଅନ୍ତିମ ପରାଜୟ।" ବିଚକ୍ଷଣ କଥାକାର ପ୍ରକାଶ ମହାପାତ୍ରଙ୍କ 'ନଟର ଡାଏରୀ' ହେଉଛି ତାଙ୍କ ଅଭ୍ୟନ୍ତର ଅନ୍ଧାରର ପ୍ରତିଲିପି? ଆପଣ ବି ଶୁଣନ୍ତୁ, ଲାଗିବ ସେ ନଟ ଆପଣଙ୍କ ଭିତରେ ବି ନାଟ କରୁଛି...©2021 Storyside IN (P)2021 Storyside IN Ciencias Sociales Psicología Psicología y Salud Mental
Todavía no hay opiniones