Istarupa Audiolibro Por ଯଶୋଧାରା ମିଶ୍ର arte de portada

Istarupa

Vista previa
Prueba por $0.00
Prime logotipo Exclusivo para miembros Prime: ¿Nuevo en Audible? Obtén 2 audiolibros gratis con tu prueba.
Elige 1 audiolibro al mes de nuestra inigualable colección.
Acceso ilimitado a nuestro catálogo de más de 150,000 audiolibros y podcasts.
Accede a ofertas y descuentos exclusivos.
Premium Plus se renueva automáticamente por $14.95 al mes después de 30 días. Cancela en cualquier momento.

Istarupa

De: ଯଶୋଧାରା ମିଶ୍ର
Narrado por: ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ
Prueba por $0.00

$14.95 al mes después de 30 días. Cancela en cualquier momento.

Compra ahora por $9.42

Compra ahora por $9.42

"ରିକ୍‍ସା ଚାଲିଯାଉଯାଉ ଏଲି ଫେରି ଦେଖିଲା, ଅରୁଣା ଠିଆହୋଇଯାଇ ଅନେଇଥିଲା ତା ଯିବା ବାଟକୁ । ଏଲିର ମନେପଡ଼ିଗଲା ଅନେକ ବର୍ଷ ତଳର ଅରୁଣାକୁ । ଘଡ଼ିଘଡ଼ିକେ ରୂପ ବଦଳୁଥିବା ବାଦେଇ, କଳେହୀ, ଗେହ୍ଲେଇ, ସୁନ୍ଦରୀ ରୁନାକୁ । ହାତ ହଲେଇ ବଡ଼ପାଟିରେ କହିଲା ଏଲି, 'କାହ୍ନୁକୁ କହିଦେବ, ନାନୀ ଆଶୀର୍ବାଦ ଦେଉଚି, ସେ ଭଲ ମଣିଷ ହେଉ । ତମକୁ ବି ଆଶୀର୍ବାଦ, ଜସ୍ମିନ ପାର୍ଲର ଆଉରି ବହୁତ ବଡ଼ ହେଉ । ଭଲରେ ଥାଅ ରୁନା ।" ଆଉ ତା'ପରେ? କୁଆଡ଼େ ଗଲା ଏଲି? ପଢ଼ନ୍ତୁ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ଚମତ୍କାର ଉପନ୍ୟାସ 'ଇଷ୍ଟରୂପ' ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀଙ୍କ କଣ୍ଠରେ...©2022 Storyside IN (P)2022 Storyside IN Ficción Literaria Género Ficción
Todavía no hay opiniones