Gambhiri Ghara Audiolibro Por ସରୋଜିନୀ ସାହୁ arte de portada

Gambhiri Ghara

Vista previa
Prueba por $0.00
Prime logotipo Exclusivo para miembros Prime: ¿Nuevo en Audible? Obtén 2 audiolibros gratis con tu prueba.
Elige 1 audiolibro al mes de nuestra inigualable colección.
Acceso ilimitado a nuestro catálogo de más de 150,000 audiolibros y podcasts.
Accede a ofertas y descuentos exclusivos.
Premium Plus se renueva automáticamente por $14.95 al mes después de 30 días. Cancela en cualquier momento.

Gambhiri Ghara

De: ସରୋଜିନୀ ସାହୁ
Narrado por: ସ୍ମୃତିରେଖା
Prueba por $0.00

$14.95 al mes después de 30 días. Cancela en cualquier momento.

Compra ahora por $7.54

Compra ahora por $7.54

ପ୍ରତିଟି ମଣିଷର ମନ ଭିତରେ ଥାଏ ଗୋଟିଏ ନିଭୃତ କୋଠରି, ଯେଉଁଠି ଅନ୍ୟ କାହାରି ପଶିବାର ଉପାୟ ନାହିଁ! ସେଇ ନିଭୃତ କୋଠରିରେ ଏକାଏକା ମଣିଷଟି ନିଃସଂକୋଚରେ ନିର୍ବସ୍ତ୍ର ହୁଏ, ମନର ଆଇନାରେ ଦେଖେ ନିଜକୁ! ନିଜର ଖାଲଢିପଭରା ଦେହ, ସୌନ୍ଦର୍ଯ୍ୟ ଓ ଅସୌନ୍ଦର୍ଯ୍ୟକୁ! ସେଇ ନିବୁଜ କୋଠରିରେ ନିଜେ ନିଜର ପାପ ପୁଣ୍ୟର ନିରବ ଦର୍ଶକ ସାଜେ! ଏହି ମର୍ମରେ ରଚିତ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ଗମ୍ଭୀରି ଘର', ଯାହା ଏକାଧିକ ଭାଷାରେ ଅନୁଦିତ ହୋଇ ପାଠକୀୟ ଆଦୃତି ଲାଭକରିଛି! ଆପଣ ବି ଥରେ ଶୁଣନ୍ତୁ...©2021 Storyside IN (P)2021 Storyside IN Ficción Literaria Género Ficción
Todavía no hay opiniones